୧୦-୧୬ ଫେବୃୟାରୀ
ଗୀତସଂହିତା ୧୪୭–୧୫୦
ଗୀତ ୧୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଯିହୋବାଙ୍କ ପ୍ରଶଂସା କରିବା ପାଇଁ ଅନେକ କାରଣ ରହିଛି
(୧୦ ମି.)
ଯିହୋବା ଆମ ମଧ୍ୟରୁ ପ୍ରତ୍ୟେକଙ୍କର ଚିନ୍ତା କରନ୍ତି (ଗୀତ ୧୪୭:୩, ୪; ପ୍ର୧୭.୦୭-ହି ପୃ ୧୮ ¶୫-୬)
ସେ ଆମ ଭାବନାକୁ ବୁଝନ୍ତି ଏବଂ ନିଜ ଶକ୍ତିର ବ୍ୟବହାର କରି ଆମକୁ ସାହାଯ୍ୟ କରନ୍ତି (ଗୀତ ୧୪୭:୫; ପ୍ର୧୭.୦୭-ହି ପୃ ୧୮ ¶୭)
ସେ ଆମକୁ ତାଙ୍କ ପରିବାରର ସଦସ୍ୟ ହେବା ପାଇଁ ସମ୍ମାନ ଦେଇଛନ୍ତି (ଗୀତ ୧୪୭:୧୯, ୨୦ ପ୍ର୧୭.୦୭-ହି ପୃ ୨୧ ¶୧୮)
ନିଜକୁ ପଚାରନ୍ତୁ: ‘ଆଉ କେଉଁ କାରଣ ଯୋଗୁଁ ମୁଁ ଯିହୋବାଙ୍କ ପ୍ରଶଂସା କରିବା ପାଇଁ ଚାହେଁ ?’
୨. ବହୁମୂଲ୍ୟ ରତ୍ନ
(୧୦ ମି.)
-
ଗୀତ ୧୪୮:୧, ୧୦—“ପକ୍ଷୀଗଣ” କିପରି ଯିହୋବାଙ୍କ ପ୍ରଶଂସା କରନ୍ତି ? (ଇନସାଇଟ୍-୧ ପୃ ୩୧୬)
-
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୧୪୮:୧–୧୪୯:୯ (ଶିଖାଇବା ଅଧ୍ୟୟନ ୧୧)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । ଘରମାଲିକ କହନ୍ତି ଯେ ତାଙ୍କୁ ଗୋଟିଏ ବଡ଼ ରୋଗ ହୋଇଯାଇଛି । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସଠିକ୍ ସମୟ ଦେଖି ବ୍ୟକ୍ତିକୁ କହନ୍ତୁ ଯେ ଆପଣ କିଛି ଦିନ ପୂର୍ବରୁ ହୋଇଥିବା ସଭାରୁ କʼଣ ଶିଖିଲେ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)
୬. ଭାଷଣ
(୫ ମି.) ପ୍ର୧୯.୦୩-ହି ପୃ ୧୦-୧୧ ¶୭-୧୧—ବିଷୟ: ଯୀଶୁଙ୍କ ଶୁଣନ୍ତୁ ଓ ସୁସମାଚାର ଶୁଣାନ୍ତୁ । ଚିତ୍ର ମଧ୍ୟ ଦେଖାନ୍ତୁ । (ଶିଖାଇବା ଅଧ୍ୟୟନ ୧୪)
ଗୀତ ୧୫୯
୭. ବାର୍ଷିକ ସେବା ରିପୋର୍ଟ
(୧୫ ମି.) ଆଲୋଚନା ।
ଏହି ରିପୋର୍ଟ ବିଷୟରେ ଶାଖା କାର୍ଯ୍ୟାଳୟରୁ ମିଳିଥିବା ଘୋଷଣା ପଢ଼ନ୍ତୁ । ତାʼପରେ ଉପସ୍ଥିତ ଲୋକମାନଙ୍କୁ ୨୦୨୪ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ସେବା ବର୍ଷର ରିପୋର୍ଟର କିଛି ବିଶେଷ କଥା କହିବା ପାଇଁ କହନ୍ତୁ । ତାʼପରେ, ପୂର୍ବରୁ ବଛାଯାଇଥିବା ଏପରି କିଛି ପ୍ରଚାରକଙ୍କ ସାକ୍ଷାତ୍କାର ନିଅନ୍ତୁ, ଯେଉଁମାନଙ୍କୁ ଗତ ବର୍ଷ ପ୍ରଚାର ସେବାରେ ଭଲ ଅନୁଭୂତି ମିଳିଥିଲା ।
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୪ ଅଧ୍ୟୟନ ଲେଖା ୧୭ ¶୧୨-୧୯