इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୪୦

ଜୀବନ ସବୁ ଦିନର

ଜୀବନ ସବୁ ଦିନର

(ଯୋହନ ୩:୧୬)

  1. ୧. ସୁନ୍ଦର ଦୃଶ୍ୟ ଦେଖ,

    ପୃଥିବୀ ପ୍ରେମ ଭରା ।

    ଦୁଃଖ କଷ୍ଟ ନ ଥିବ,

    ରହିବା ଖୁସିରେ !

    (କୋରସ)

    ନାଚି ଉଠେ ମନ,

    ଆସିବ ସେ ଦିନ,

    ଯେବେ ହେବ ଆୟୁଷ,

    ଚିର ଦିନ ପାଇଁ !

  2. ୨. ଆସିବ ଫେରି ଦିନେ

    ଆମ ସେ-ଯୁବା ଦିନ ।

    ଥିବେ ସାଥେ ଈଶ୍ୱର,

    ରହିବନି ଦୁଃଖ !

    (କୋରସ)

    ନାଚି ଉଠେ ମନ,

    ଆସିବ ସେ ଦିନ,

    ଯେବେ ହେବ ଆୟୁଷ,

    ଚିର ଦିନ ପାଇଁ !

  3. ୩. ପୃଥିବୀ ମହକିବ,

    ସାଜି ସବୁଜ ରଙ୍ଗ ।

    ପ୍ରତିଦିନ କରିବା,

    ପ୍ରଶଂସା ତୁମର ।

    (କୋରସ)

    ନାଚି ଉଠେ ମନ,

    ଆସିବ ସେ ଦିନ,

    ଯେବେ ହେବ ଆୟୁଷ,

    ଚିର ଦିନ ପାଇଁ !