ପ୍ରହରୀଦୁର୍ଗ—ଅଧ୍ୟୟନ ସଂସ୍କରଣ ଅକ୍ଟୋବର ୨୦୨୪
ଏହି ସଂଖ୍ୟାରେ ୯ ଡିସେମ୍ବର, ୨୦୨୪–୫ ଜାନୁୟାରୀ, ୨୦୨୫ ପାଇଁ ଅଧ୍ୟୟନ ଲେଖା ଦିଆଯାଇଛି ।
୧୯୨୪—ଶହେ ବର୍ଷ ପୂର୍ବେ
୧୯୨୪ ମସିହାରେ ବାଇବଲ ବିଦ୍ୟାର୍ଥୀମାନେ ସାହସର ସହ କାମ କଲେ ଏବଂ ଖୁସି ଖବର ଶୁଣାଇବା ପାଇଁ ନୂଆ ନୂଆ ଉପାୟ ଆପଣାଇଲେ ।
ଅଧ୍ୟୟନ ଲେଖା ୪୦
‘ଯିହୋବା ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି’
୯-୧୫ ଡିସେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୪୧
ଯୀଶୁ ୪୦ ଦିନ ମଧ୍ୟରେ ଯାହା କଲେ, ସେଥିରୁ ଆମେ କʼଣ ଶିଖୁ ?
୧୬–୨୨ ଡିସେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୪୨
‘ମନୁଷ୍ୟମାନଙ୍କ ରୂପରେ ମିଳିଥିବା ଉପହାର’ ପାଇଁ କୃତଜ୍ଞତା ଦେଖାନ୍ତୁ
୨୩-୨୯ ଡିସେମ୍ବର, ୨୦୨୪ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
ଅଧ୍ୟୟନ ଲେଖା ୪୩
ନିଜ ସନ୍ଦେହ କିପରି ଦୂର କରିବା ?
୩୦ ଡିସେମ୍ବର, ୨୦୨୪–୫ ଜାନୁୟାରୀ, ୨୦୨୫ ମଧ୍ୟରେ ଅଧ୍ୟୟନ କରିବାର ଲେଖା ।
କʼଣ ଆପଣ ଜାଣନ୍ତି ?
ଇସ୍ରାଏଲୀୟମାନଙ୍କ ପାଇଁ ସଙ୍ଗୀତ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା, ଏପରି ଆମେ କାହିଁକି କହିପାରିବା ?
ଆପଣଙ୍କ ପ୍ରଶ୍ନ
ଶଲୋମନଙ୍କ ମନ୍ଦିରର ବରଣ୍ଡାର ଉଚ୍ଚତା କେତେ ଥିଲା ?
ମୁଖ୍ୟ ବିଷୟଗୁଡ଼ିକୁ ଦୋହରାନ୍ତୁ
କʼଣ ଆପଣଙ୍କ ସହିତ ବି ଏପରି ହୁଏ ଯେ ଆପଣ ଯାହା ପଢ଼ନ୍ତି ତାହା ଆପଣଙ୍କୁ ମନେ ହିଁ ରହେ ନାହିଁ ? ତାହେଲେ ଆପଣ କʼଣ କରିପାରିବେ ?