इस जानकारी को छोड़ दें

ଯିହୋବା ଅଟଳ ପ୍ରେମ ଦେଖାଇବା ଜାରି ରଖିଲେ

ଜାଣନ୍ତୁ ଯେ ଯୋଷେଫ ନିରାଶା ସତ୍ତ୍ୱେ ଈଶ୍ୱର ଓ ଅନ୍ୟମାନଙ୍କ ପ୍ରତି କିପରି ପ୍ରେମ ଦେଖାଇଲେ । ଆଉ, ଏହା ମଧ୍ୟ ଜାଣନ୍ତୁ ଯେ ପରୀକ୍ଷା ସମୟରେ ସେ ଯିହୋବାଙ୍କ ପ୍ରେମକୁ କିପରି ଅନୁଭବ କରିପାରିଲେ । ଆଦି ପୁସ୍ତକ ୩୭:୧-୩୬; ୩୯:୧–୪୭:୧୨ ଉପରେ ଆଧାରିତ ।